କ୍ରମାଗତ ପଦକ ଜିତିଲେ ପ୍ରଥମ ମହିଳା ପି.ଭି ସିନ୍ଧୁ |

135

କଟକ(ଉତ୍କଳ ନିଉଜ଼)୦୨.୦୮.୨୦୨୧-ରବିବାର ଟୋକିଓ ଅଲମ୍ପିକ୍ସ ରେ ଭାରତର ପିଭି ସିନ୍ଧୁ କ୍ରମାଗତ ପଦକ ଜିତିବାରେ ସମର୍ଥ ହୋଇଛନ୍ତି |ଶନିବାର ଖେଳାଯାଇଥିବା ସେମିଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ଠାରୁ ପରାଜିତ ହେବ ପରେ ସେ କାଂସ୍ୟ ପଦକ ମୁକାବିଲାରେ ଅବତୀର୍ଣ ହୋଇଥିଲେ |ତାଙ୍କର ଏହି ସଫଳତା ପାଇଁ ପିଭି ସିନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼