କ୍ରିକେଟର କୄନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ |

140

କଟକ (ଉତ୍କଳ ନିଉଜ଼ )୨୭.୦୭.୨୦୨୧ -ଆସନ୍ତାକାଲି ହେବାକୁ ଯାଉଥିବା ଭାରତ - ଶ୍ରୀଲଙ୍କା ୨ୟ ଟି-୨୦ ମ୍ୟାଚ କୁ ବାତିଲ କରାଯାଇଛି | ଆଜି ଭାରତ ଟିମ ର କୄନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟ ଖେଳାଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟି ରେ ରଖି ଏହିଭଳି ନିଷ୍ପତି ନିଆଯାଇଛି ଏବଂ ଆସନ୍ତାକାଲି ହେବାକୁ ଯାଉଥିବା ମ୍ୟାଚ କୁ ସ୍ଥଗିତ ରଖାଯିବ ବୋଲି ସୂଚନା ଦିଆଯାଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |