ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ରେ ହାରିଲା ଭାରତ , ନ୍ୟୁଜିଲାଣ୍ଡ ଚାମ୍ପିୟନ |

131

କଟକ (ଉତ୍କଳ ନ୍ୟୁଜ) ୨୪-୦୬-୨୦୨୧ : ଆଇସିସି ଦ୍ୱାରା ଆୟୋଜିତ ପ୍ରଥମ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ର ଇଂଲଣ୍ଡ ଚାଲୁଥିବା ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ ରେ ନ୍ୟୁଜିଲାଣ୍ଡ ବିଜୟ ଲାଭ କରିଛି | ଦୀର୍ଘ ୨ ବର୍ଷ ର କଠିନ ପରିଶ୍ରମ , ସଂଘର୍ଷ ଓ ଭଲ ପ୍ରଦର୍ଶନ ର ମୂଲ୍ୟ ପାଇଛି ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ ରେ ଟିମ ଇଣ୍ଡିଆ କୁ ୮ ଉଇକେଟ ରୀ ପରାସ୍ତ କରି ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି |