କ୍ରିକେଟର କେ ଏଲ ରାହୁଲ ହସ୍ପିଟାଲ ରେ ଭର୍ତ୍ତି !

116

କଟକ (ଉତ୍କଳ ନ୍ୟୁଜ) ୦୩-୦୫-୨୦୨୧ : ପଞ୍ଜାବ କିଙ୍ଗସ ଟିମ ର କ୍ୟାପଟେନ ଲୋକେଶ ରାହୁଲ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି | ସୂଚନା ମୁତାବକ, ରାହୁଲ ଙ୍କ ପେଟରେ ଆପେଣ୍ଡିସାଇଟ୍ସ ହୋଇଥିବା ଯୋଗୁଁ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି | ପଞ୍ଜାବ କିଙ୍ଗସ ତାର ଟ୍ୱିଟର ଆକାଉଣ୍ଟ ରେ ରାହୁଲ ଙ୍କ ର ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ନେଇ ସୂଚନା ଦେଇଛି | ଏହାସହ ରାହୁଲ ଙ୍କ ସର୍ଜରୀ ହେବ ବୋଲି ଦଳ କହିଛି |