ରେସଲର ଖଲି ଡବ୍ଲ୍ୟୁ ଡବ୍ଲ୍ୟୁଇ ର ହଲ ଅଫ ଫେମ ରେ ସ୍ଥାନ ପାଇଲେ

127

କଟକ (ଉତ୍କଳ ନ୍ୟୁଜ) ୨୬-୦୩-୨୦୨୧ : ଭାରତ ବହୁ ଲୋକପ୍ରିୟ ରେସଲର ଦ ଗ୍ରେଟ ଖଲି ଡବ୍ଲ୍ୟୁ ଡବ୍ଲ୍ୟୁଇ ର ହଲ ଅଫ ଫେମ ରେ ସ୍ଥାନ ପାଇଛନ୍ତି | ଖଲି ଙ୍କୁ ଡବ୍ଲ୍ୟୁ ଡବ୍ଲ୍ୟୁଇ ର ହଲ ଅଫ ଫେମ ୨୦୨୧ ରେ ସାମିଲ କରାଯାଇଛି | ଏନେଇ ଡବ୍ଲ୍ୟୁ ଡବ୍ଲ୍ୟୁଇ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି | ଏହି ସୂଚନା ମିଳିବ ପରେ ଭାରତୀୟ ଫ୍ୟାନ୍ସ ଅଧିକ ଖୁସି ଅଛନ୍ତି | ସୂଚନା ଅନୁଯାୟୀ, ରେସଲମେନିଆ -୨୨ ରେ ଖଲି ସର୍ବେ ପ୍ରଥମେ ସିଧାସଳଖ ଅଣ୍ଡରଟେକର ଙ୍କୁ ହରାଇଥିଲେ |