ବକ୍ସର ବିଜେନ୍ଦ୍ର ସିଂ ବିଜୟ ଧାରା ରେ ଲାଗିଲା ବ୍ରେକ

114

କଟକ (ଉତ୍କଳ ନ୍ୟୁଜ) ୨୩-୦୩-୨୦୨୧: ପ୍ରଥମ ଭାରତୀୟ ପେସାଦାର ମୁଷ୍ଟି ଯୋଦ୍ଧା ବିଜେନ୍ଦ୍ର ସିଂ ଙ୍କ ବିଜୟ ଧାରା ଅଟକି ଯାଇଛି | ତାଙ୍କ ର ବିଜୟ ଧାରା ରେ ବ୍ରେକ ଲଗାଇଛନ୍ତି ରୁଷୀୟ ବକ୍ସର ଆରଟିସ ଲୋପସାନ | 2015 ମସିହା ରେ ପେସାଦାର ହେବ ପରଠାରୁ ୨୦୦୮ ବେଜିଙ୍ଗ ଅଲମ୍ପିକ୍ସ କାଂସ୍ୟ ପଦକ ବିଜେତା ୧୨-୦ ରେ ଆଗୁଆ ଥିଲେ | ଏହି ମ୍ୟାଚ ରେ ଲୋପସାନ ବିଜେନ୍ଦ୍ର ଙ୍କୁ ନକ ଆଉଟ କରିଦେଇଥିଲେ |