୪ର୍ଥ ଟି -୨୦ ମ୍ୟାଚ କୁ ହାତେଇଲା ଭାରତ

119

କଟକ (ଉତ୍କଳ ନ୍ୟୁଜ) ୧୯-୦୩-୨୦୨୧: ଏକ ରୋମାଞ୍ଚକର ମ୍ୟାଚ କୁ ୮ ରନ ରେ ଜିତିନେଇଛି ଭାରତ | ଆଃ ସହ ଭାରତ ୨-୨ ରେ ସିରିଜ ବରାବର କରିଛି | ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟାର ଙ୍କ ବିସ୍ଫାରକ ବ୍ୟାଟିଂ ବଳ ରେ ଭାରତ ଏଠାରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ ରେ ୨୦ ଓଭରରେ ୮ ୱିକେଟ ହରାଇ ୧୮୫ ରନ କରିଥିଲା | ସୂର୍ଯ୍ୟ କୁମାର ଜବରଦସ୍ତ ୫୭ ରନ ର ପାଳି ଖେଳିଥିଲେ |