ରେଶଲିଙ୍ଗରେ ସ୍ଵର୍ଣ ପଦକ ଜିତିଲେ ବଜରଙ୍ଗ ପୁନିଆ

122

କଟକ (ଉତ୍କଳ ନ୍ୟୁଜ) ୧୦-୦୩-୨୦୨୧ : ଆସନ୍ତା ଅଲମ୍ପିକ୍ସ ରେ ଭାଗ ନେବାକୁଥିବା ଭାରତୀୟ ରେସଲର ବଜରଙ୍ଗ ପୁନିଆ ଚାଲିଥିବା ମାଟେଓ ପେଲିକନ ତାଲିକା ସିରିଜ ଇଭେଣ୍ଟ ରେ ସ୍ଵର୍ଣ ପଦକ ଜିତିବା ସହ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି | ୬୫ କେଜି ଶ୍ରେଣୀ ରେ ଫାଇନାଲ ରେ ସେ ମଙ୍ଗୋଲିଆ ର ଟୁଲଗା ଙ୍କୁ ହରାଇ ଦେଇଛନ୍ତି | ତାଙ୍କ ର ଏହି ପ୍ରଦର୍ଶନ ପାଇଁ ସେ ବିଶ୍ୱ ର ନମ୍ବର ୱାନ ସ୍ଥାନ କୁ ଫେରିଛନ୍ତି |