ଜାତୀୟ ହକି ଇଣ୍ଡିଆ ଚାମ୍ପିଅନସିପ-୨୧ ମାର୍ଚ ୧୦ ରୁ ଆରମ୍ଭ

113

କଟକ (ଉତ୍କଳ ନ୍ୟୁଜ) ୨୬-୦୨-୨୦୨୧ : ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି ଇଣ୍ଡିଆ ଚାମ୍ପିଅନସିପ-୨୧ ମାର୍ଚ ୧୦ ରୁ ଆରମ୍ଭ ହେବ | ଗତବର୍ଷ ଏକାଧିକ ଜାତୀୟ ଟୁର୍ନାମେଣ୍ଟ କରୋନା ପାଇଁ ବାତିଲ ହୋଇଯାଇଥିଲା |