ଆଜି ଆଇପିଏଲ ର ୧୪ ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ |

142

କଟକ (ଉତ୍କଳ ନ୍ୟୁଜ) ୧୮-୦୨-୨୦୨୧ : ଆଇପିଏଲ ର ୧୪ ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଆଜି ଚେନ୍ନାଇ ଠାରେ ଅନୁଷ୍ଠିତ ହେବ | ଏହି ନିଲାମୀ ପ୍ରକ୍ରିୟା ରେ ମୋଟ ୨୯୨ ଖେଳାଳି ଭାଗ ନେବେ | ସେମାନଙ୍କ ମଧ୍ୟରୁ ୬୧ ଜଣ ଙ୍କୁ ନିଲାମ କରାଯିବ | କାରଣ ୮ ଟି ଯାକ ଟିମ ରେ ୬୧ ଜଣଙ୍କୁ କିଣିବା ପାଇଁ ସ୍ଲଟ ଖାଲି ଅଛି |