ତୃତୀୟ ଭାରତୀୟ ଭାବେ ୩୦୦ ୱିକେଟ କ୍ଲବ ରେ ଇଶାନ୍ତ ଶର୍ମା

127

କଟକ (ଉତ୍କଳ ନ୍ୟୁଜ) ୯-୦୨-୨୦୨୧ : ଭାରତୀୟ ଦ୍ରୁତ ବୋଲ ର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିସ ରେ ୱିକେଟ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି | ଇଂଲଣ୍ଡ ର ଡେନ ଲୋରିସି ଙ୍କୁ ଆଉଟ କରି ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟର ର ୩୦୦ ୱିକେଟ ପୁରା କରିଛନ୍ତି | ନିଜ କ୍ୟାରିୟର ୯୮ ତମ ମ୍ୟାଚ ଖେଳୁଥିବା ଇଶାନ୍ତ ୩୦୦ ୱିକେଟ ନେବାର ଷୋୖଭାଗ ଅର୍ଜନ କରିଛନ୍ତି |