ମହିଳା ଜୁନିଅର ହକି : ଭାରତ ବିଜୟୀ

123

କଟକ (ଉତ୍କଳ ନ୍ୟୁଜ) ୧୯-୦୧-୨୦୨୧ ଚିଲି ଗସ୍ତ ରେ ଯାଇଥିବା ଭାରତୀୟ ଜୁନିଅର ମହିଳା ହକି ଦଳ ପ୍ରଥମ ମ୍ୟାଚ ରେ ଚିଲି କୁ ୫-୩ ଗୋଲ ରେ ପରାସ୍ତ କରିଛି | ଦଳ ପକ୍ଷରୁ ବିୟୁଟି ଡୁଙ୍ଗ ଡୁଙ୍ଗଙ୍କ ହ୍ୟାଟ୍ରିକ ଗୋଲ ସ୍କୋର କରି ଦଳ କୁ ଜିତିବାକୁ ସାହାଯ୍ୟ କରିଥିଲେ | ଏହି ମ୍ୟାଚ ରେ ଚିଲି ପ୍ରଥମ ରୁ ଭଲ ଖେଳ ପରିବେଷଣ କରିଥିଲା | ଦଳ ୧୦ ତମ ମିନିଟ ରେ ପ୍ରଥମେ ଗୋଲ ସ୍କୋର କରିଥିଲା | ହେଲେ ତାପରେ ଘରୋଇ ଦେଲ ଆଉ ମ୍ୟାଚ ରେ ପ୍ରତ୍ୟାବର୍ତ୍ତନ କରିପାରିନଥିଲା | ଡୁଙ୍ଗ ଡୁଙ୍ଗଙ୍କ ହ୍ୟାଟ୍ରିକ ଗୋଲ ବ୍ଳ ରେ ଭାରତ ଏହି ମ୍ୟାଚ ଅତି ସହଜ ରେ ବିଜୟୀ ହୋଇଥିଲା |