ଓଡିଶା ଏଫସି ଓ ନର୍ଥ ଇଷ୍ଟ ୟୁନାଇଟେଡ଼ ଭିତରେ ମ୍ୟାଚ ୨-୨ ରେ ଡ୍ର

147

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଖେଳାଯାଉଥିବା ଆଇଏସଏଲ-୭ ଏକ ମ୍ୟାଚ ରେ ନର୍ଥ ଇଷ୍ଟ ୟୁନାଇଟେଡ଼ ଏଫସି ଓ ଓଡିଶା ଏଫସିନୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଟି ୨-୨ ଡ୍ର ରହିଛି | ଏହି ସିଜିନ ରିଓଡିଶା ଏଫସି ର ଏହା ଦ୍ୱିତୀୟ ଡ୍ର ମ୍ୟାଚ | ଏହି ବେଶ ଆକର୍ଷଣୀୟ ହୋଇଥିଲା | ୨୨ ତମ ମିନିଟ ରେ ଓଡିଶା ତରଫରୁ ଡିଏଗୋ ମାଉରୀସିଓ ପ୍ରଥମ ଗୋଲ ସ୍କୋର କରିଥିଲେ |