ରେସଲିଂ ବିଶ୍ୱକପ ଫାଇନାଲ ରେ ଅଂଶୁ ମଲିକ

126

କଟକ (ଉତ୍କଳ ନ୍ୟୁଜ) ଭାରତ ର ମହିଳା ରେସଲର ଅଂଶୁ ମଲିକ ସର୍ବିଆ ର ବେଲଗ୍ରେଡ଼ ରେ ଚାଲିଥିବା ରେସଲିଂ ବିଶ୍ୱକପ ରେ ଫାଇନାଲ ରେ ପ୍ରବେଶ କରିଛନ୍ତି | ସେ ୫୭ କିଲୋ ବର୍ଗରେ ବିଜୟ ଜାରି ରଖି ଫାଇନାଲ ରେ ପ୍ରବେଶ କରିବା ସହ ସ୍ଵର୍ଣ ପଦକ ପାଇଁ ଆଶା ଉଜ୍ଜଳ କରିଛନ୍ତି | semi ଫାଇନାଲ ରେ ସେ ରୁଷିଆ ର ଭେରୋନିକ ଙ୍କୁ ୭-୪ ରେ ପରାସ୍ତ କରିଥିଲେ |