ଇଷ୍ଟ ବେଙ୍ଗଲ ଓ ଜାମସେଦପୁର ମଧ୍ୟରେ ମ୍ୟାଚ ବିନା ଗୋଲ ରେ ଡ୍ର

140

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଚାଲୁଥିବା ଆଇଏସଏଲ ରେ ଏକ ମ୍ୟାଚ ଇଷ୍ଟ ବେଙ୍ଗଲ ଓ ଜାମସେଦପୁର ଏଫସି ମଧ୍ୟରେ ମ୍ୟାଚ ଟି ଡ୍ର ରହିଛି | ମ୍ୟାଚ ଟି ସଂଘର୍ଷପୂର୍ଣ୍ଣ ରହିଥିଲେ | ହେଲେ ଉଭୟ ଦଳ ଗୋଲ କରିବାରେ ବିଫଳ ହୋଇଥିଲେ | ମ୍ୟାଚ ମଧ୍ୟରେ ଜାମସେଦପୁର ଏଫସି ର ଆଧିପତ୍ୟ ରହିଥିଲେ | ଜାମସେଦପୁର ଦଳ ୧୦ ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ କରିପାରିନଥିଲେ |