ମୁମ୍ବାଇ ସିଟି ୧-୦ ଗୋଲରେ ଏଫସି ଗୋଆ କୁ ପରାସ୍ତ କରିଛି |

132

କଟକ (ଉତ୍କଳ ନ୍ୟୁଜ) ଚଳିତ ଇଂଡିଆନ୍ସ ସୁପର ଲିଗ ଫୁଟବଲ ଟୁର୍ନାମେଣ୍ଟ ମୁମ୍ବାଇ ସିଟି ଏଫସି ୧-୦ ଗୋଲରେ ଘରୋଇ ଗୋଆ କୁ ପରାସ୍ତ କରିଛି | ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥିଲା | ଗୋଆ ନିଜର ଗୋଲ ପୋଷ୍ଟ ବକ୍ସ ଭିତରେ ହ୍ୟାଣ୍ଡବଲ ହେବାରୁ ମୁମ୍ବକୁ ପେନାଲଟି ମିଳିଯାଇଥିଲା | ଯାହା ମୁମ୍ବାଇ ଗୋଲ ରେ ପରିନିତ କରିଥିଲା |