ଆଇଏସଏଲ ଲିଗ ର ୭ମ ସଂସ୍କରଣ ର ଉଦ୍ଘାଟିନ ମ୍ୟାଚ ରେ ଏଟିକେ ମୋହନବାଗାନ ବିଜୟୀ

118

କଟକ (ଉତ୍କଳ ନ୍ୟୁଜ) କୋଭିଡି - ୧୯ ର ସମସ୍ତ ଗାଇଡଲାଇନ ମଧ୍ୟରେ ଇଣ୍ଡିଆନ ସୁପର ଲିଗ ର ୭ମ ସଂସ୍କରଣ ଆରମ୍ଭ ହୋଇଛି | ଆରମ୍ଭ ମ୍ୟାଚ ରେ ଫିଜିଆନ ଷ୍ଟ୍ରାଇକର ରୟ କ୍ରୀଷ୍ଣା ଙ୍କ ଗୋଲ ବଳରେ ମୋହନବାଗାନ ପ୍ରଥମ ମ୍ୟାଚ ରେ କେରଳ ବ୍ଲାଷ୍ଟର୍ସ କୁ ୧-୦ ଗୋଲ ରେ ପରାସ୍ତ କରିଛି |