୫ ୱିକେଟ ରେ ଜିତିଲା ପଂଜାବ

122

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ରେ ଦିଲ୍ଲୀ କ୍ୟାପିଟାଲସ ର ବିଜୟ ଧାରାରେ ବ୍ରେକ ଲଗାଇଛି କିଙ୍ଗସ ଏକାଦଶ ପଂଜାବ | ଆଜି ଅନୁଷ୍ଠିତ ଏକ ମ୍ୟାଚ ରେ କିଙ୍ଗସ ଏକାଦଶ ୫ ୱିକେଟ ରେ ବିଜୟ ହାସଲ କରିଛି | ଏହି ମ୍ୟାଚରେ ଶିଖର ଧାୱନ ଅପରାଜିତା ସାତକ ବଳରେ ଦିଲ୍ଲୀ ୫ ୱିକେଟ ବିନିମୟ ରେ ୧୬୪ ରନ ସଂଗ୍ରହ କରିଥିଲା | ଜବାବ ରେ କିଙ୍ଗସ ପଂଜାବ ୧୯ ଓଭରରେ ୫ ୱିକେଟ ହରାଇ ବିଜୟ ହାସଲ କରିଥିଲା |