ପି. ଇନିୟାନ ପିନ୍ଧିଲେ ବିଶ୍ୱ ଓପନ ଚେସ ଚାମ୍ପିଅନ ର ମୁକୁଟ

148

କଟକ (ଉତ୍କଳ ନିଉଜ଼) ଗ୍ରାଣ୍ଡମାଷ୍ଟର ପି. ଇନିୟାନ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛନ୍ତି | ଗତ ମାସ ଅନଲାନ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲେ | ଏଥିରେ ଇନିୟାନ ଓ ରୁଷିଆ ଗ୍ରାଣ୍ଡମାଷ୍ଟର ଏସଜୁଗିରୋ ସନନ ପ୍ରତ୍ୟକ ୭.୫ ପଏଣ୍ଟ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଥିଲେ | କିନ୍ତୁ ଟାଇବ୍ରେକ ସ୍କୋର ପାଇଁ ଇନିୟାନଙ୍କୁ ଚାମ୍ପିଅନ ଘୋଷଣା କରାଯାଇଥିଲା | ୧୭ ବର୍ଷୀୟ ଇନିୟାନ କହିଛନ୍ତି, ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ବହୁତ ଗର୍ବ ଅନୁଭବ କରୁଛି |