ଇଂଲଣ୍ଡ ର ପୂର୍ବତନ କ୍ରିକେଟ ଖେଳାଳି ଡେଭିଡ କାପେଲ ଙ୍କ ପରଲୋକ

121

କଟକ (ଉତ୍କଳ ନିଉଜ଼) ଇଂଲଣ୍ଡ ର ପୂର୍ବତନ ଅଲରାଉଣ୍ଡର ଡେଭିଡ କାପେଲ ଙ୍କ ପରଲୋକ ଘଟିଛି | ତାଙ୍କୁ ମୃତ୍ୟୁ ବେଳେକୁ ୫୭ ବର୍ଷ ବୟସ ହୋଇଥିଲା | ଦୀର୍ଘ ଦିନଧରି ସେ ଅସୁସ୍ଥ ଥିଲେ | କ୍ୟାରିୟରରେ ସେ ୧୯୮୭ରୁ ୧୯୯୦ ମଧ୍ୟରେ ଖେଳିଥିଲେ ୧୫ଟି ଟେଷ୍ଟ ଏବଂ ୨୩ଟି ଦିନିକିଆ ମ୍ୟାଚ | ପ୍ରକାଶ ଥାଉକି, ସେ ୨୦୧୮ରୁ ବ୍ରେନ ଟ୍ୟୁମର ରେ ପୀଡିତ ଥିଲେ | ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି |