ଆଜିଠୁ ଇଂଲଣ୍ଡ ଓ ପାକିସ୍ତାନ ପ୍ରଥମ ଟେଷ୍ଟ

128

କଟକ (ଉତ୍କଳ ନିଉଜ଼) ଆସନ୍ତାକାଲି ଠାରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଯାଉଛି ଘରୋଇ ଇଂଲଣ୍ଡ - ପାକିସ୍ତାନ ପ୍ରଥମ ଟେଷ୍ଟ | ସିରିଜ଼ ରେ ୩ଟି ମ୍ୟାଚ ରହିଛି | ଦ୍ୱିତୀୟ ମ୍ୟାଚ ୧୩ ଓ ତୃତୀୟ ମ୍ୟାଚ ୨୧ ତାରିଖରେ ଖେଳାଯିବ | ଘରୋଇ ଦଳ ୱେଷ୍ଟଇଣ୍ଡିଜ଼ ପରେ ଦ୍ୱିତୀୟ ଘରୋଇ ସିରିଜ଼ ଜିତିବା ଲକ୍ଷ୍ୟରେ ରହିଛି |