କଟକ (ଉତ୍କଳ ନ୍ୟୁଜ) ୨୪.୫.୨୦୨୫ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ଆପଲକୁ ପୁଣି ଚେତାବନୀ ଦେଇଛି |ଭାରତରେ କମ୍ପାନୀ ଆଇଫୋନ ନିର୍ମାଣ ନକରିବା ଲାଗି କହିଛନ୍ତି |ଯଦି ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଆପଲ ଫୋନ ନିର୍ମାଣ କରି ଆମେରିକାରେ ବିକ୍ରି କରିବ ତାହେଲେ ଅତିକମରେ ୨୫ ପ୍ରତିଶଦ ଶୁଳ୍କ ଆଦାୟ କରାଯିବ ବୋଲି କହିଛନ୍ତି |ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲଟଫର୍ମ ତୃର୍ଥ ସୋସିଆଲରେ ଆପଲ ସିଇଓଙ୍କୁ ସିଧାସଳଖ ଏ ନେଇ ବାର୍ତ୍ତା ଦେଇଛନ୍ତି |