ଫୋର୍ବସ ତାଲିକାରେ ଓଡିଶାରୁ ୫ ଉଦ୍ୟୋଗୀ |

74

କଟକ(ଉତ୍କଳ ନ୍ୟୁଜ) ,୨୩.୫.୨୦୨୫ : ଫୋର୍ବସ ପକ୍ଷରୁ ଜରି କରାଯାଇଥିବା ଏସିଆର ୩୦ ବର୍ଷରୁ କାମ ୩୦ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାର ୫ ଜଣ ଯୁବ ଉଦ୍ୟୋଗୀଙ୍କ ନାମ ରହିଛି | ଶିଳ୍ପ, ମାନୁଫାକଚରିଂ(ବୀନିର୍ମାଣ )ଓ ଶକ୍ତି ୨୦୨୫ ତାଲିକାରେ ଓଡ଼ିଶାର ଷ୍ଟାର୍ଟଅପ ଆଇଜି ଡ୍ରନ ଦୁଇ ପ୍ରତିଷ୍ଠାତା ବୋଦ୍ଧି ସତ୍ୱେ ସଂଘପ୍ରିୟ ଓ ଓମପ୍ରକାଶ ; ସ୍ପେସ ଫିଲଡରସ ସହ ପ୍ରତିଷ୍ଠାତା ଓ ସିଇଓ ଅପୂର୍ବ ମାସୁକ ଏବଂ ୟଙ୍ଗ ଟିଙ୍କର ର ସହ ପ୍ରତିଷ୍ଠିତ ବୈଶାଳୀ ଶର୍ମା ଓ ଅନୀଲ ପ୍ରଧାନଙ୍କ ନାମ ରହିଛି |