ପ୍ରଥମ ରାଉଣ୍ଡରୁ ହାରିଲେ ସିନ୍ଧୁ |

72

କଟକ(ଉତ୍କଳ ନ୍ୟୁଜ) ୨୨.୫.୨୦୨୫ :ଭାରତୀୟ ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଚଳିତ ମାଲେସିଆ ମାଷ୍ଟର୍ସ ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି | ମହିଳା ଏକକ ମୁକାବିଲାରେ ଖରାପ ଫର୍ମ ଦେଇ ଗତି କରୁଥିବା ଦୁଇ ଥର ଅଲମ୍ପିକ ପଦକ ବିଜୟିନୀ ସିନ୍ଧୁ ୧୧-୨୧,୨୧-୧୪, ୧୫-୨୧ ରେ ଭିଏତନାମାର ଗୁଏଁ ଥୁଏ ଲିନଙ୍କଠୁ ହାରିଯାଇଛନ୍ତି |