ମେ ଶେଷ କୁ ଦୁଇ ଲଘୁଚାପ |

126

କଟକ( ଉତ୍କଳ ନ୍ୟୁଜ ) ୨୦.୫.୨୦୨୫ : ମେ " ଶେଷ ସପ୍ତାହରେ ବଙ୍ଗୋପସାଗରରେ ଓ ଆରବସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି | ଆରବସାଗରରେ ସୃଷ୍ଟି ହେବାକୁଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି | ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତର ରୂପ ନେବା ବୋଲି ଅନୁମାନ କରାଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ମିଳିଛି |ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ସହ ସତର୍କ ସୂଚନା ଦିଅ ଯାଇଛି |୪୦ ରୁ ୫୦ କିମି ପର୍ଯନ୍ତ ପବନ ବହିବା ସହ ବର୍ଷ ହବାର ସମ୍ଭାବନା ରହିଛି |