କଟକ ୯ଉତ୍କଳ ନ୍ୟୁଜ ) ୫-୦୪-୨୦୨୫ : ଶୁକ୍ରବାର ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂ ଗଡଖାଇ ସ୍ଥିତ ନିଜ ସରକାରୀ ଆବାସରେ ଇଦ ମିଲନ ଉତ୍ସବ ର ଆୟୋଜନ କରିଥିଲେ | କଟକ ସହର ଭାଇଚାରାର ସହର ଏଠାରେ ସର୍ବଧର୍ମ ସମନ୍ୱୟ ରକ୍ଷା କରାଯାଏ, ଜାତି ଧର୍ମ ନିର୍ବିଶେଷରେ ସମସ୍ତ କଟକ ବାସୀ ସବୁ ଧର୍ମର ଉତ୍ସବକୁ ପାଳନ କରିଥାନ୍ତି । ଏହି ପରିପେକ୍ଷୀରେ ମାନ୍ୟଵର କଟକ ମେୟର ଶ୍ରୀ ସୁବାସ ସିଂ ଭାଇଚାରର ପର୍ବ ପବିତ୍ର ଇଦୁଲ ଫିତର ଉପଲକ୍ଷେ ସହରର ସବୁ ସମ୍ପ୍ରଦାୟର ଲୋକ ମାନଙ୍କୁ ନେଇ ଏକ ଇଦ ମିଲନ ଉତ୍ସବ ର ଆୟୋଜନ କରିଥିଲେ , ଏଠାରେ ସମସ୍ତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଯିବା ସହିତ ଉପସ୍ଥିତ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା | ଏହି ଅବସରରେ ମାନ୍ୟବର କଟକ ମେୟର ଙ୍କ ସହିତ କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ, ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ , ଶାନ୍ତି କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ସିହ୍ନା , ଶାନ୍ତି କମିଟି ସମ୍ପାଦକ ଶ୍ରୀ ଭିକାରି ଦାସ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ସଂଖ୍ୟାଲଘୁ କମୁନିଟି ସଭାପତି ଶ୍ରୀ ଏକରମ ହୁସେନ , କଦମ ରସୁଲ ଦରଘା ସଭାପତି ଶ୍ରୀ ରମଜାନ ଖାନ, ଇଦ୍ଘା ସମ୍ପାଦକ ଶ୍ରୀ ମହମଦ ମୁକିମ ,ବିଜେଡି ସାଧାରଣ ସମ୍ପାଦକ ଶ୍ରୀ. ବିଶ୍ୱଜିତ ମହାନ୍ତି , ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ସିଂ , ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ମହମଦ ସକିଲ, ପ୍ରଫେସର କଳିମୁଲହI ,ଶ୍ରୀ କାମୁଋଦ୍ଦିନ ଖାନ, ଆଇନଜୀବି ଫିରୋଜ ଖାନ , ବିଜେପି ସଂଖ୍ୟାଲଘୁ ସେଲ ଶ୍ରୀ ସିକନ୍ଦର ଅଲି, ସମାଜ ସେବୀ ଶ୍ରୀ ବିଜୟ ନନ୍ଦ, କର୍ପୋରେଟର ବିକାଶ ବେହେରା , କର୍ପୋରେଟର ଶ୍ରୀମତୀ ପୁଷ୍ପିତI ମହାନ୍ତି , ଶ୍ରୀ ପ୍ରଶାନ୍ତ ନାୟକ, ସମାଜ ର ପୂର୍ବତନ ସମ୍ପାଦକ ଡ଼. ସତ୍ୟ ରାୟ, ବିଜେଡି ବରିଷ୍ଠ ନେତା ଶ୍ରୀ ପ୍ରକାଶ ସିଂ, ଡ଼.ରହମାନ , ଅଞ୍ଜୁମନ ସଭାପତି ଅବଦୁଲ ଆହତ , ଦେୱାନ ବଜ଼ାର କ୍ଲୁବ ସମ୍ପାଦକ ସରିକ ମହମଦ , ସାଦିକ ହୁସେନ , ଦେୱାନ ବଜ଼ାର ସମ୍ପାଦକ ରିୟାଜ଼ ଖାନ , ଭରମବର ସାହୁ , ସନଦ ସାହୁ ,