କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୫ : ପୁଣି ମାଓବାଦୀ ସକ୍ରିୟ | ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ରେ ସୁରକ୍ଷାକର୍ମୀ ଓ ମାଓବାଦୀ ଙ୍କ ମଧ୍ୟ ରେ ଗୁଳିବିନିମୟ ହୋଇଛି | ଏହି ଆକ୍ରମଣ ରେ ଜଣେ ମହିଳା ଙ୍କ ସମେତ ୨ ମାଓବାଦୀ ନିପାତ ହୋଇଛନ୍ତି | ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀ ମାନଙ୍କ ପକ୍ଷ ରୁ ସର୍ଚ୍ଚ ଅପରେସନ ଜୋରସୋର ଚାଲିଛି | ଏହି ଘଟନ ରେ ୨ ଟି ରାଇଫଲ ଜବତ କରିଛି ସୁରକ୍ଷାକର୍ମୀ |