ଭାରତ ର ଶୁଭ୍ରାଂଶୁ ଶୁକ୍ଳା ଯିବେ ସ୍ପେସ ଷ୍ଟେସନ |

123

କଟକ (ଉତ୍କଳ ନ୍ୟୁଜ ) ୦୩.୦୮.୨୦୧୪ : ଭାରତ ର ଶୁଭ୍ରାଂଶୁ ଶୁକ୍ଳା ଯିବେ ସ୍ପେଶ ଷ୍ଟେସନ | ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଭାରତୀୟ ବାୟୁସେନାର ଟିମ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ) କୁ ପଠାଇବ | ଭାରତ ଓ ଆମେରିକା ସ୍ପେସ ମିଶନ ଅଧୀନରେ ନାସା ପକଵାରୁ କ୍ୟାପଟେନ ଶୁକ୍ଳାଙ୍କ ଚୟନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି | ଇସ୍ରୋ ମାନବ ମହାକାଶ ବିମାନ କେନ୍ଦ୍ର (ଏଚଏସଏଫସି) ଆମେରିକା ଭିତ୍ତିକ ଆକ୍ସିମୋ ସ୍ପେଶ ସହିତ ମହାକାଶ ବିମାନ ଚୁକ୍ତି (ଏସଏଫଏ ) କରିଛି | ଆଇଏସଏସଙ୍କୁ ଆଗାମୀ ଅକ୍ସିମୋ -୪ ମିଶନ ପାଇଁ ଏପରି ଚୁକ୍ତି କରାଯାଇଛି |ଏହି ମିଶନରେ ଦୁଇ ଜଣ ଭାରତୀୟ ଜଣେ ପ୍ରାଇମି ଓ ଜଣେ ଵ୍ୟାକପ ପାଇଲତ ରହିବେ | ଇସ୍ରୋ ସୂଚନା ଆନୁଯାୟୀ , ମିଶନରେ ଟିମ କ୍ୟାପଟେନ ଶୁକ୍ଳ ପ୍ରାଇମି ମିଶନ ପାଇଲଟ ରହିବେ | ସେହିପରି ଭାରତୀୟ ବାୟୁସେନାର ଟିମ କ୍ୟାପଟେନ ପ୍ରଶାନ୍ତ ବାଳକୃଷ୍ଣ ନାଏ ର ଵ୍ୟାକପ ମିଶନ ପାଇଲଟ ଭାବେ କାମ କରିବେ | ଦୁଇ ଅଧିକାରୀଙ୍କ ଟ୍ରେନିଂ ଯାହା ଗଗନ ଯାତ୍ରୀ ନାମରେ ପରିଚିତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ | ମିଶନ ସମୟରେ ଅଧିକାରୀମାନେ ଆଇଏସଏସ ରେ ନିର୍ଦ୍ଧିଷ୍ଟ ବିଜ୍ଞାନଭିତ୍ତିକ ଗବେଷଣା ଓ ଟେକ୍ନୋଲୋଜିକ ର ପରୀକ୍ଷାନିରୀକ୍ଷା ଉପରେ କାମ କରିବେ | ଏଠି ସହ ମହାକାଶର ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବେ | ଅକ୍ସିମୋ -୪ ମିଶନରେ ଆମେରିକାର (ମୋଣ୍ଡର) ,ଭାରତର ଟିମ କ୍ୟାପଟେନ ଶୁକ୍ଳା (ପାଇଲଟ ) | ରହିଛନ୍ତି | ଗତବର୍ଷ ଏୟାରଫୋର୍ସର ୪ ଜଣ ପାଇଲଟଂକୁ ଚୟନ କରାଯାଇଥିଲା | ଏହାପରେ ବାଙ୍ଗାଲୁରୁରେ ଥିବା ଇସ୍ରୋର ମହାକାଶଚାରୀ ତାଲିମ କେନ୍ଦ୍ର ଗଗନଯାନ ମିଶନ ପାଇଁ ଟ୍ରେନିଂ ଦିଆଯାଇଥିଲା .