କଟକ(ଉତ୍କଳ ନିଉଜ଼)୧୦.୦୮.୨୦୨୧-କ୍ରିକେଟ ପ୍ରେମୀଙ୍କ ପାଇଁ ଖୁଶି ଖବର |ଅଲମ୍ପିକ୍ସ ରେ ସାମିଲ ହୋଇପାରେ କ୍ରିକେଟ |ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି |ବିସିସିଆଇ କହିଛି ଯେ ସେମାନେ ଅଲମ୍ପିକ୍ସ ରେ ମଧ୍ୟ କ୍ରିକେଟ କୁ ସାମିଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |