କଟକ (ଉତ୍କଳ ନ୍ୟୁଜ) ୨୪-୩-୨୧ : ବୋଲାଉଡ଼ ସ୍ତର ଙ୍କ ପିଛା ଛାଡ଼ୁନି କରୋନା | ଜଣକ ଙ୍କ ପରେ ସେଲେବରଟି ଏହି କିଲର ଭାଇରସ ଜାଲରେ ପଡୁଛନ୍ତି | ଏହି କ୍ରମ ରେ ଏବେ ଆଉ ଜଣେ ଅଭିନେତା କରୋନା ରେ ଆକ୍ରାନ୍ତ ହୋଇଛନ୍ତି | ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ଙ୍କୁ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ଏଇନେ ସିଏ ନିଜେ ଟ୍ୱିଇଟ କରି ସୂଚନା ଦେଇଛନ୍ତି | ଏଥିସହ କରୋନା ରୁ ଶୀଘ୍ର ଭଲ ହେବ ଲାଗି କରିବାକୁ ସେ ତାଙ୍କୁ ପ୍ରଂଶସକ ଙ୍କୁ ଅପିଲ କରିଛନ୍ତି |