ଫିଫା ବେଷ୍ଟ ପ୍ଲେୟାର ପୁରସ୍କାର ଜିତିଲେ ରବର୍ଟ ଲେବାନଡସ୍କି

277

କଟକ (ଉତ୍କଳ ନ୍ୟୁଜ) ମେସି ଓ ରୋନାଲଡ ଙ୍କୁ ପଛରେ ପକାଇ ପୋଲାଣ୍ଡ ର ରବର୍ଟ ଲେବାନଡସ୍କି ଫିଫା ବେଷ୍ଟ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି | ଜ୍ୟରିଖ ଠାରେ ଅନୁଷ୍ଠିତ ଭରଚୁଆଲ ପୁରସ୍କାର ବିତରଣ ଉତ୍ସବ ରେ ସେ ଏହି ସମ୍ମାନ ହାସଲ କରିଛନ୍ତି | ଚଳିତ ବର୍ଷ ୟୁଇଏଫଁଏ ପୁରୁଷ ବର୍ଗରେ ପ୍ଲେୟାର ଅଫ ଦି ଇଅର ଜିତିଥିବା ରବର୍ଟ ଲେବାନଡସ୍କି ଫିଫା ପୁରସ୍କାର ପାଇଁ ପ୍ରମୁଖ ଦାବିଦାର ଥିଲେ ବିଜେତା କିଏ ହେବ ସେ ନେଇ ଭୋଟିଂ ହୋଇଥିଲା ସୂଚନା ଥାଉକି, ରବର୍ଟ ଲେବାନଡସ୍କି ଚାମ୍ପିୟନ୍ସ ଲିଗ ରେ ନିଜ ଦମ ରେ ନିଜ କ୍ଲବ ବାୟର୍ଣ୍ଣ ମ୍ୟୁନିଖ କୁ ଜର୍ମାନୀ ଲିଗ, ରେ ନିଜ କ୍ଲବ କୁ ବିଜେତା କରିଥିଲେ | ସେ ୪୭ ଟି ମ୍ୟାଚ ରୁ ୫୫ ଟି ଗୋଲ ସ୍କୋର କରିଥିଲେ |