ଚୌଦ୍ୱାର ରେ ଦୁଇ ମୁଣ୍ଡ ଥିବା ଅଦ୍ଭୁତ ବାଛୁରୀ ର ଜନ୍ମ |

386

କଟକ(ଉତ୍କଳ ନିଉଜ)ଏପରି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର,ନଖରା ପଂଚାୟତ ର ବଡ ଚା6ଞ୍ଚI ଗ୍ରାମ ରେ |ଉକ୍ତ ଗ୍ରାମ ର ବିନୋଦ ନାୟକ ଙ୍କ ଗାଇର ଦୁଇଟି ମୁଣ୍ଡ ଥିବା ଏକ ଅଣ୍ଡିରା ବାଛୁରୀ ଟିଏ ଜନ୍ମ ନେଇଛି |ଯାହାର ବେକ ଠାରୁ ଲାଞ୍ଜ ପର୍ଯନ୍ତ ସବୁ ଠିକ ଥିବା ବେଳେ ଦୁଇ ଟି ମୁଣ୍ଡ ,ତିନୋଟି କାନ ଏବଂ ଚାରୋଟି ଆଖି ରହିଥିଲା |ଏହି ବିସ୍ମୟ ବାଛୁରୀ ଟିକୁ ଦେଖିବାକୁ ବହୁ ଲୋକଙ୍କର ଭିଡ଼ ଲାଗିଯାଇଥିଲା |ତେବେ ଦୁଇ ଜଣ ଡାକ୍ତର ବାଛୁରୀ ଟିକୁ ବଂଚେଇବାକୁ ବହୁ ଚେଷ୍ଟା କରି ମଧ୍ୟ ବଂଚେଇପାରି ନଥିଲେ |