ଲୋକପ୍ରିୟ ଗୀତକାର କୁମାର ସାନୁ କରୋନା ପଜିଟିଭ

170

କଟକ (ଉତ୍କଳ ନ୍ୟୁଜ) ବଲିଉଡ ର ୯୦ ଦଶକର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ ମହାମୃ କରୋନା ଭାଇରସ ର ଶିକାର ହୋଇଛନ୍ତି | ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ତାଙ୍କ ପୁଅ ଜାନ ବିଗବସ ୧୪ ରେ ପ୍ରତିଯୋଗୀ ରହିଛନ୍ତି | ଏହି କାରଣ ରୁ ବେଶୀ କିଛି ଦିନ ହେଲା ଆକୁମାର ସାନୁ ଚର୍ଚ୍ଚା ରେ ରହିଥିଲେ | କୁମାର ସାନୁ ଙ୍କୁ କରୋନା ହୋଇଥିବା ତାଙ୍କ ଟିମ ଫେସବୁକ ରେ ସୂଚନା ଦେଇଛି | କୁମାର ସାନୁ କରୋନା ରେ ଆକ୍ରାନ୍ତ ହେବ ପରେ ବିଏମ୍ସି ତାଙ୍କ ବାସଭବନ କୁ ସିଲ କରି ସାନିଟାଈଜ କରିଛି |