ଲକ୍ଷ୍ମୀ ବମ ଚଳଚ୍ଚିତ୍ର ର ଟ୍ରେଲର ରିଲିଜ

266

କଟକ (ଉତ୍କଳ ନ୍ୟୁଜ) ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲକ୍ଷ୍ମୀ ବମ ର ଟ୍ରେଲର ଶୁକ୍ରବାର ଦିନ ରିଲିଜ ହୋଇଛି | ଏହି ଚଳଚ୍ଚିତ୍ର ରେ ତାଙ୍କ ବିପକ୍ଷ ରେ ଅଭିନେତ୍ରୀ କିଆରା ଆଡ଼ଭାନୀ ଅଭିନୟ କରିଛନ୍ତି | ଏହି ଟ୍ରେଲର ଟି ୩ମିନିଟ ୪୦ ସେକେଣ୍ଡ ଅବଧି ବିଶିଷ୍ଟ | ଫିଲ୍ମରେ ଦର୍ଶକେ ହରର ଓ କମେଡି ର ମଜା ନେଇପାରିବେ | ଏହି ଫିଲ୍ମଟି ଦୀପାବଳି ଅବସରରେ ରିଲିଜ ହୋଇପାରେ |