କଟକ (ଉତ୍କଳ ନ୍ୟୁଜ) ବଲିଉଡ କୁ ପ୍ରତ୍ୟାବର୍ତନ କରିବାକୁ ଚାହାନ୍ତି ଜେନେଲିଆ ଦେଶମୁଖ | ବିବାହ ପରେ ସେ ଫିଲ୍ମ ଠାରୁ ଦୁରେଇ ଯାଇଥିଲେ | ସେ ନିଜ ପିଲା ଓ ପରିବାର ରେ ବ୍ୟସ୍ତ ରହି ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇ ପରି ନାହାନ୍ତି | ପରିବାର ସହ ସମୟ ବିତାଇ ବା ସହ ସେ ଫୀମ ଇଣ୍ଡଷ୍ଟ୍ରି କୁ ମିସ କରୁଛନ୍ତି | ସେ କହିଛନ୍ତି ଯେ ଏବେ ମଜବୁତ ତଥା ବେଶି ପ୍ରାଧାନ୍ୟ ଥିବା ଚରିତ୍ର ରେ ନିଜକୁ ଯୋଡ଼ିପାରିଛନ୍ତି | ପ୍ରକାଶ ଥାଉକି, ସେ ଅଭିନେତା ରିତେଶ ଦେଶମୁଖ ଙ୍କୁ ବିବାହ କରିଛନ୍ତି |