ଏକମାତ୍ର ମହଙ୍ଗା ଭାରତୀୟ ଅଭିନେତା

218

କଟକ (ଉତ୍କଳ ନିଉଜ଼) ଫୋର୍ବସ -୨୦୨୦ରେ ବିଶ୍ୱର ଶ୍ରେଷ୍ଠ ୧୦ ସବୁଠୁ ମହଙ୍ଗା ଅଭିନେତାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର | ୪୮.୫ ନିୟୁତ ଡ଼ଲାର ଆୟ ସହିତ ଅକ୍ଷୟ ଏହି ତାଲିକାରେ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି | ଗତ ବର୍ଷ ସେ ତାଲିକାରେ ୪ର୍ଥ ସ୍ଥାନରେ ଥିଲେ |