କଟକ (ଉତ୍କଳ ନିଉଜ଼) ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୨୮ ଦିନ ପରେ କରୋନା ମୁକ୍ତ ହୋଇଛନ୍ତି | ତାଙ୍କ ରିପୋର୍ଟ ନେଗେଟିଭ ଆସିଛି | ଟୁଇଟ କରି ଆଜି ସେ ଏହି ସୂଚନା ଦେଇଛନ୍ତି | ଏଥିସହ ବଚ୍ଚନ ପରିବାର ସମ୍ପୂର୍ଣ କରୋନା ମୁକ୍ତ ହୋଇଛି |