କେଜିଏଫ-୨ ରେ ସଞ୍ଜୟଙ୍କ ଫାଷ୍ଟ ଲୁକ ରିଲିଜ

211

କଟକ (ଉତ୍କଳ ନିଉଜ଼) ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ବୁଧବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି | ଏହି ଅବସରରେ ତାଙ୍କ ଅପକମିଙ୍ଗ ଫିଲ୍ମ କେଜିଏଫ-୨ ର ନିର୍ଦେଶକ ପ୍ରଶାନ୍ତ ନୀଲ ଫିଲ୍ମ ରେ ସଞ୍ଜୟ ଙ୍କ ଚରିତ୍ର, ଅଧିରା ର ଫାଷ୍ଟ ଲୁକ ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି |