କଟକ ( ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୬ : ଶ୍ରମିକ ପରିବାର ଯୁବକ ସଂଘ ପଙ୍କଜୟ ରୁ ଚୌଦ୍ୱାର ଓଟିଏମ କଲୋନୀ ସ୍ଥିତ ସଂଘ କାର୍ଯ୍ୟାଳୟ ରେ ଦେଶ ର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସଂଗଠନ ର ସଭାପତି ଆଇନଜୀବୀ କୈଳାସ ଚନ୍ଦ୍ର ସାହାଣୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଟିଏମ ର ବରିଷ୍ଠ ଶ୍ରମିକ ଅଭିରାମ ଭୂୟାଁ , ପତାକା ଉତ୍ତୋଳନ କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ଶିକ୍ଷାବିତ ଭ୍ରମରବର ନାୟକ , ଗୁରୁଚରଣ ଦାସ , ରତ୍ନାକର ପଟ୍ଟନାୟକ , ଵୃତ୍ତିବାସ ନାୟକ , ପାଣୁ ବେହେରା , ପ୍ରେମସାଗର ମଣ୍ଡଳ , ସୁରେନ୍ଦ୍ର କୁମାର ପରିଡା , ସର୍ବେଶ୍ୱର ଗିରି , ରଜନୀକାନ୍ତ ମହାନ୍ତି ,ମାଗୁଣି ବାରିକ , ରଞ୍ଜୀବ ପାଣିଗ୍ରାହୀ , ଶରତ ଚନ୍ଦ୍ର ତ୍ରିପାଠୀ , ମିଟୁ ପଟ୍ଟନାୟକ , ମାନସ ରଞ୍ଜନ ଖୁଣ୍ଟିଆ , ଚିତ୍ତରଞ୍ଜନ ପଟ୍ଟନାୟକ , ରବୀନ୍ଦ୍ର କୁମାର ବାରିକ , ଚକ୍ରଧର ନାୟକ , ନରେନ୍ଦ୍ର କୁମାର ସାହାଣୀ , ପ୍ରଫୁଲ୍ଲ ଚନ୍ଦ୍ର ନାୟକ , ରମାକାନ୍ତ ପରିଡା , ପ୍ରଭାସ ବିହାରୀ ରଥ , ପ୍ରଶାନ୍ତ କୁମାର ପରିଡା , କାଁହୁ ଚରଣ ମହାନ୍ତି , ବିଶ୍ୱଜିତ ଗଜେନ୍ଦ୍ର ମହାପାତ୍ର , ଅକ୍ଷୟ କୁମାର ପୃଷ୍ଟି , ଚନ୍ଦ୍ର ଶେଖର ମହାରଣା , ନିରଂଜନ ଦାସ , ସନ୍ତୋଷ ଖିଲାର , ଦିବ୍ୟରଞ୍ଜନ ମଲ୍ଲ , ଆନନ୍ଦ କୁମାର ସାମଲ , ସଞ୍ଜୟ କୁମାର ରାଉତ , ଅସୀମ ଅମିତାଭ ଦାସ , ମଳୟ କୁମାର ମାଝୀ , ମନୋରଞ୍ଜନ ସାହୁ , ଅଜୟ କୁମାର ଦାସ , ନିରଞ୍ଜନ ଆଚାର୍ଯ୍ୟ , ସତ୍ୟରଞ୍ଜନ ସାମଲ , ଜଗନ୍ନାଥ ଜେନା , ସୁଶାନ୍ତ କୁମାର ମହାନ୍ତି , ଏସ କେ ଅବଦୁଲ ରସିଦ , ଚନ୍ଦ୍ର ଶେଖର ସେଠି , ଉମେଶ ଚନ୍ଦ୍ର ସାହୁ , ହେମଲତା ମହାନ୍ତି , ଗୌରାଙ୍ଗ ଚରଣ ନନ୍ଦ , ଦିଲ୍ଲୀପ କୁମାର ଦାସ ପ୍ରମୁଖ ଙ୍କ ସହ ବହୁ ଶ୍ରମିକ ପରିବାର ଉପସ୍ଥିତ ଥିଲେ |