ବିଶ୍ୱ ରେକର୍ଡ଼ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ |

130

କଟକ (ଉତ୍କଳ ନ୍ୟୁଜ) :୩୦-୦୮-୨୦୨୧: ଟୋକିଓ ଅଲମ୍ପିକର ଷଷ୍ଠ ଦିନରେ ଭାରତ କୁ ସୁନା ବର୍ଷା ହୋଉଛି | ଅବନୀ ଲେଖରାଙ୍କ ପରେ ସୁମିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ସୁମିତ ଜାଭଲିଙ୍ଗ ଥ୍ରୋ ଏଫ -୬୪ ବର୍ଗରେ ସଫଳତା ହାସଲ କରିଛନ୍ତି | ସୁମିତ ୬୮.୦୮ ମିଟର ଥ୍ରୋ କରି ବିଶ୍ୱ ରେକର୍ଡ଼ ସ୍ଥାପନ କରିଛନ୍ତି | ସୁମିତ ଙ୍କ ଏହି ପଦକ ସହ ଭାରତର ପଦକ ସଂଖ୍ୟା ୭ ରେ ପହଁଚିଛି |