ବଢୁଛି ଅଧିକ ପଦକ ଆଶା |

127

କଟକ(ଉତ୍କଳ ନିଉଜ଼ )୦୫.୦୮.୨୦୨୧ -ଭାରତୀୟ ପ୍ରତିଯୋଗୀମାନେ ଚାଲିଥିବା ଟୋକିଓ ଅଲମ୍ପିକ୍ସ ର ଦ୍ୱାଦଶ ଦିବସରେ କମାଲ ପ୍ରଦର୍ଶନ କରିଛନ୍ତି | ଏହା ଫଳରେ ବୁଧବାର ସୁଦ୍ଧା ଭାରତର ପଦକ ସଂଖ୍ୟା ୩ ରେ ପହଂଚିଛି |ରବି ଦହିୟା ଫାଇନାଲରେ ପ୍ରବେଶ କରିବା ପରେ ଭାରତକୁ ଚତୁର୍ଥ ପଦକ ମିଳିବ ନିଶ୍ଚିତ ହୋଇଛି |ଗୁରୁବାର ସେ ସ୍ବର୍ଣ୍ଣ କିମ୍ବା ରୌପ୍ୟ ଜିତିବେ ତାହା ସ୍ଥିର ହେବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |