ଇତିହାସ ରଚିଲା ଭାରତୀୟ ମହିଳା ହକି |

131

କଟକ(ଉତ୍କଳ ନିଉଜ଼ )୦୨.୦୮.୨୦୨୧ -ଟୋକିଓ ଅଲମ୍ପିକ୍ସ ରେ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛନ୍ତି |ପ୍ରଥମ ଥର ମହିଳା ହକି ଦଳ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ କୁ ହରାଇ ସେମିରେ ପ୍ରବେଶ କରିଛନ୍ତି |ଅଷ୍ଟ୍ରେଲିଆକୁ ୧-୦ ଗୋଲ ରେ ହରାଇଲା ଭାରତୀୟ ମହିଳା ଦଳ |ଭାରତ ପକ୍ଷରୁ ଗୋଲ ଦେଇଥିଲେ ଗୁରଜିତ କୌର |ଏହା ସହିତ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ମାତ ଦେଇ ଇତିହାସ ରଚନା କଲା ଭାରତ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |