ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ପୁରୁଷ ହକି ଦଳ |

133

କଟକ(ଉତ୍କଳ ନିଉଜ଼)୦୨.୦୮.୨୦୨୧ -ଭାରତର ପୁରୁଷ ହକି ଦଳ ତାହାର ହୃତ ଗୌରବ ଫେରେଇବା ଲାଗି ଏହି ଅଲମ୍ପିକ୍ସ ରେ ପାଦେ ଆଗେଇଛି |ରବିବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତ ୩-୧ ଗୋଲ ରେ ଗ୍ରେଟ ବ୍ରିଟେନ କୁ ପରାସ୍ତ କରି ୪୧ ବର୍ଷ ପରେ ପଦକ ଜିତିବା ସମ୍ଭାବନା ସୃଷ୍ଟି କରିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |