ଭାରତକୁ ପଦକ ନିଶ୍ଚିତ କଲେ ଲଭଲିନା |

124

କଟକ(ଉତ୍କଳ ନିଉଜ଼)୩୧.୦୭.୨୦୨୧ -ଟୋକିଓ ଅଲମ୍ପିକ୍ସ ରେ ଲଭଲିନା ସେମିଫାଇନାଲ୍ରେ ପ୍ରବାସ କରିଛନ୍ତି |ଶୁକ୍ରବାର ଅନୁଷ୍ଠିତ ମହିଳା ୬୯ କିଲୋଗ୍ରାମ ଶ୍ରେଣୀରେ ସେ ଚାଇନିଜ ତାଇପେର ପୂର୍ବତନ ବିଶ୍ୱ ଚାମ୍ପିଅନ ନିଏନ ଚୀନ ଚେନ ଙ୍କୁ ହରାଇ ସେମିରେ ସ୍ଥାନ ହାସଲ କରିବା ସହ ଭାରତ ଲାଗି ପଦକ ନିଶ୍ଚିତ କରିଛନ୍ତି |