ପୁରୁଷ ହକି ରେ ଭାରତର ଦମଦାର ବିଜୟ |

124

କଟକ (ଉତ୍କଳ ନିଉଜ଼ )୩୦.୦୭.୨୦୨୧ -ପୁରୁଷ ହକି ରେ ଭାରତ ଦମଦାର ବିଜୟ ହାସଲ କରିଛି | ପୁରୁଷ ହକି ରେ ଜାପାନ ଓ ଭାରତ ର ଟକ୍କର ଚାଲିଥିବା ବେଳେ ଜାପାନ କୁ ୫-୩ ଗୋଲ ରେ ହରାଇଲା ଭାରତ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |