ଅଲମ୍ପିକ ର ସେମିଫାଇନାଲରେ ପହଁଚିଲେ ପି.ଭି ସିନ୍ଧୁ |

140

କଟକ(ଉତ୍କଳ ନିଉଜ଼ )୩୦.୦୭.୨୦୨୧- ଅଲମ୍ପିକ ର ସେମିଫାଇନାଲରେ ପହଁଚିଲେ ପି.ଭି ସିନ୍ଧୁ |ପି.ଭି ସିନ୍ଧୁ ଅଲମ୍ପିକ ରେ ଦଂଡାର ଖେଳ ପ୍ରଦର୍ଶନ କରିଛନ୍ତି |ତେଣୁ ଭାରତ ପାଇଁ ଆଉ ଏକ ପଦକ ମିଳିବାର ଆଶା ଦେଖାଦେଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |