ପ୍ରଥମ ଟି-୨୦ ରେ ଭାରତ ବିଜୟ |

131

କଟକ(ଉତ୍କଳ ନିଉଜ଼)୨୬.୦୭.୨୦୨୧-ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଫଳରେ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟି -୨୦ ରେ ଭାରତ ୩୮ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଏହା ଫଳରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ରେ ଭାରତ ୧-୦ ରେ ଆଗୁଆ ରହିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |