ଆଇସିସି ଟେଷ୍ଟ ରେ ରା଼କିଙ୍ଗ ରେ ଭାରତ ଦଳ ପୂର୍ବଭଳି ୧ ନମ୍ବର ରେ |

157

କଟକ (ଉତ୍କଳ ନ୍ୟୁଜ) ୧୪-୦୫-୨୦୨୧ : ଭାରତ ଦଳ ଆଇସିସି ଟେଷ୍ଟ ମାନ୍ୟତା ରେ ପୂର୍ବଭଳି ନିଜର ୧ ନମ୍ବର ସ୍ଥାନ ବଜାୟ ରଖିଛି | ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ଦଳ ଭାରତ ଠାରୁ ୧ ପଏଣ୍ଟ ପଛ ରେ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିଛି | ଆଇସିସି ସଦ୍ୟତମ ମାନ୍ୟତା ରେ ଭାରତ ଏକ ରେଟିଙ୍ଗ ପଏଣ୍ଟ ହାସଲ କରିଛି | ଦଳ ରେ ପଏଣ୍ଟ ୧୨୧ ରହିଥିବା ବେଳେ , ନ୍ୟୁଜିଲାଣ୍ଡ ୧୨୦ ପଏଣ୍ଟ ରେ ରହିଛି |