ଏ ବର୍ଷ ଆଇପିଏଲ ସ୍ଥଗିତ !

152

କଟକ (ଉତ୍କଳ ନ୍ୟୁଜ) ୦୪-୦୫-୨୦୨୧ : ଏ ବର୍ଷ ଆଉ ଦେଖିବାକୁ ନ ମିଳିପାରେ ଆଇପିଏଲ ମ୍ୟାଚ | ଏକାଧିକ କ୍ରିକେଟ ଖେଳାଳି ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବାରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି | ଏହି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏହି ସୂଚନା ଦେଇଛନ୍ତି | ସୂଚନା ଥାଉକି , ଗତକାଲି କୋଲକାତା ଦଳ ରେ ଦୁଇ ଜଣ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏହା ଦେଖି ଆଜି ମଧ୍ୟ ଆଉ କିଛି ଦଳ ରେ ଖେଳାଳି ଙ୍କ ର କରୋନା ରିପୋର୍ଟ ପଜିଟିଭ ବାହାରିବାରୁ ଏହି ନିଷ୍ପତ୍ତି ନିଆଯାଇଛି | ସବୁ ଦଳ ଗୁଡିକୁ ହାର୍ଡ କୱାରେଣ୍ଟିନ ରେ ରଖାଯାଇଛି |