ହାଇଦ୍ରାବାଦ କୁ ହରାଇଲା ରାଜସ୍ଥାନ : ଆଇପିଏଲ

138

କଟକ (ଉତ୍କଳ ନ୍ୟୁଜ) ଦିଲ୍ଲୀ ର ଅରୁଣ ଜେଟଲୀ ଷ୍ଟାଡିୟମ ରେ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରେ ରାଜସ୍ଥାନ ୫୫ ରନ ରେ ମ୍ୟାଚ ଟି କୁ ଜିତିନେଇଛି | ରାଜସ୍ଥାନ ପ୍ରଥମ ବ୍ୟାଟିଂ କରି ନିର୍ଧାରିତ ଓଭର ରେ ୩ ୱିକେଟ ବିନିମୟ ରେ ୨୨୦ ରନ ର ବିଶାଳ ଲକ୍ଷ ଧାର୍ଯ୍ୟ କରିଥିଲା ରାଜସ୍ଥାନ ପକ୍ଷରୁ ବଟଲର ଆକର୍ଷଣୀୟ ୬୪ ବଲ ରେ ୧୧ ଚୌକ ଏବଂ ୮ ଛକା ସହାୟତ ରେ ୧୨୪ ରନ ସଂଗ୍ରହ କରିଥିଲେ | ଜବାବ ରେ ହାଇଦ୍ରାବାଦ ୨୨୧ ରନ ବିଜୟ ଲକ୍ଷ କି ପିଛା କରି ୮ୱିକେଟ ବିନିମୟ ରେ ମାତ୍ର ୧୬୫ ରନ କରିବାକୁ ସକ୍ଷମ ହୋଇଥିଲା |